ଟ୍ରମା କେୟାର ସେଣ୍ଟର ପାଇଁ ଫିଟିଲା ବାଟ: କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ

ଭୁବନେଶ୍ୱର : କ୍ୟାପିଟାଲ ହସ୍ପିଟାଲରେ ଟ୍ରମା କେୟାର ସେଣ୍ଟର ନିର୍ମାଣ ପାଇଁ ବାଟ ଫିଟିଛି। ଗତକାଲି ହସ୍ପିଟାଲ‌ ପରିସରରେ ଜବରଦଖଲକୁ ‌ଉଚ୍ଛେଦ କରାଯାଇଛି। ତେଣୁ ଆଗାମୀ ଦିନରେ ଟ୍ରମା କେୟାର ସେଣ୍ଟର ନିର୍ମାଣ କାର୍ଯ୍ୟ ତ୍ବରାନ୍ବିତ ହେବ ବୋଲି ଆଶା କରାଯାଉଛି। ରାଜଧାନୀରେ ଦୁର୍ଘଟଣା ବହୁ ସଂଖ୍ୟାରେ ବଢ଼ି ଚାଲିଛି। ସହର ଭିତରେ ହେଉ ବା ଜାତୀୟ ରାଜପଥରେ ପ୍ରତ୍ୟେକ ଦିନ ଦୁର୍ଘଟଣା ଘଟୁଛି। ତେଣୁ ଏସବୁ ରୋଗୀଙ୍କୁ କ୍ୟାପିଟାଲ … Continue reading ଟ୍ରମା କେୟାର ସେଣ୍ଟର ପାଇଁ ଫିଟିଲା ବାଟ: କ୍ୟାପିଟାଲ ହସ୍ପିଟାଲରେ ଜବରଦଖଲ ଉଚ୍ଛେଦ